ତୁରୀୟ ଜ୍ଞାନ Turīya jn̄āna

  • ସଂ. ବି. (କର୍ମଧା; ତୁରୀୟ+ଜ୍ଞାନ) — ଯେଉଁ ଜ୍ଞାନର ଫଳରେ ମନୁଷ୍ୟ ମୁକ୍ତିଲାଭ କରେ — Knowledge through which a person attains salvation or beattitude