ତୁରଗୀ Turagī

  • ସଂ. ବି. ପୁଂ— (ତୁରଗ+ଇନ୍; 1 ମା; 1 ବ.) — ଘୋଡ଼ାସବାର; ଅଶ୍ୱାରୋହୀ — A horseman; horse-rider; a cavalier
  • ସ୍ତ୍ରୀ. — (ତୁରଗ+ସ୍ତ୍ରୀ. ଈ)— 1 । ଘୋଟକୀ; ଘୋଡ଼ୀ; ମାଈଘୋଡ଼ା — (ତୁରଗ+ସ୍ତ୍ରୀ. ଈ)— ଘୋଟକୀ; ଘୋଡ଼ୀ; ମାଈଘୋଡ଼ା—. A mare
  • ସ୍ତ୍ରୀ. — ଅଶ୍ୱଗନ୍ଧା (ଦେଖ) — Aṣwagandhā (See)