ତୁରଗାନନ Turagānana

  • ସଂ. ବିଣ. (ବହୁବ୍ରୀହି) — ଘୋଟକମୁଖ; ଘୋଡ଼ାମୁହାଁ; ଯାହାର ମୁହଁ ଘୋଡ଼ାପରି — Having a face like that of a horse
  • ସଂ. ବି. — କିନ୍ନର (ଦେଖ)- — Kinnara (See)