ତୁନି ମୁନି Tunimuni

  • ଦେ. ବି ଓ ବିଣ. — (ବ୍ୟଙ୍ଗାର୍ଥ)—ଚୁପ୍ ସଇତାନ୍ ଲୋକ; ଯେଉଁ ବ୍ଯକ୍ତି ବାହାରେ ମୁନି ପରି ଚୁପ୍ଚାପ୍ ରହି ସାଧୁ ଓ ବାକ୍ସଂଯମୀ ବୋଲି ଜଣାଯାଏ, କିନ୍ତୁ ଭିତରେ ଭାରି ଦୁଷ୍ଟ ବା ଖଳ — (ironical) One who assumes a silent exterior but is inwardly vicious