ତୁତ୍ଥାଞ୍ଜନ Tutthan̄jana

  • ସଂ. ବି. (ତୁତ୍ଥ+ ଅଞ୍ଜନ) — ତୁତିଆ — Blue vitriol
  • ସଂ. ବି. (ତୁତ୍ଥ+ ଅଞ୍ଜନ) — ଆଖିଲେ ଘେନିବା କଜ୍ଜ୍ୱଳ — Black powder or collyrium used as a pigment to paint the eyelids