ତୁଣ୍ଡିକା Tuṇḍikā

  • ସଂ. ବି (ତୁଣ୍ଡ+କ+ସ୍ତ୍ରୀ. ଆ) — ତଣ୍ଟି (ହି. ଶବ୍ଦସାଗର) — Throat
  • ସଂ. ବି (ତୁଣ୍ଡ+କ+ସ୍ତ୍ରୀ. ଆ) — ଥଣ୍ଟ (ହି. ଶବ୍ଦସାଗର) — Beak
  • ସଂ. ବି (ତୁଣ୍ଡ+କ+ସ୍ତ୍ରୀ. ଆ) — କଇଁଚିକାକୁଡ଼ି (ଦେଖ) — Kaiñchi kākuṟḍ̠i (See)