ତୁଣ୍ଡିଆ Tuṇḍiā
- ଦେ. ବିଣ. ପୁଂ — ବଡ଼ପାଟିଆ; ଯାହାର କଣ୍ଠସ୍ୱର ବେଶି ଉଚ୍ଚ; ମୁଖର — Loud-voiced
- ଦେ. ବିଣ. ପୁଂ — ଯେ ପାଟି କରି ଗୋଳମାଳ କରେ — Noisy; brawling
- ଦେ. ବିଣ. ପୁଂ — କଳିହୁଡ଼ା; କଳହପ୍ରିୟ — Quarrelsome; querulous
- ଦେ. ବିଣ. ପୁଂ — ବକୁଆ; ବାଚାଳ — Talkative; garrulous
- ଦେ. ବି. — ତୁଣ୍ଡାଟ (ଦେଖ) — Tuṇḍāṭa (See)