ତୁଣ୍ଡି ପଟା Tuṇḍi paṭā

  • ପ୍ରାଦେ. (ଗଞ୍ଜାମ) ବି — ଝିଙ୍କର ଛୁଆଣି ଘରେ ଦିଆଯାଇ ଥିବା କାଠର ପାଣିପାଟିଆ; ଖପରଲି ଘରର ତୁଣ୍ଡାଟ ପଟା — A long plate attached to the lower end of the rafters of a tiled house