ତୁଣ୍ଡଳା Tuṇḍaḻā

  • ଦେ. ବି. — କୌଣସି ବ୍ଯକ୍ତି ଠିଆ ହେଲେ ତଳୁ ତାହାର ତୁଣ୍ଡ ବା ପାଟି ପର୍ଯ୍ୟନ୍ତ ମାପରେ ଯେଉଁ ଗଭୀରତା ହୁଏ; ପ୍ରାୟ 5 ଫୁଟ ଗଭୀରତା — କୌଣସି ବ୍ଯକ୍ତି ଠିଆ ହେଲେ ତଳୁ ତାହାର ତୁଣ୍ଡ ବା ପାଟି ପର୍ଯ୍ୟନ୍ତ ମାପରେ ଯେଉଁ ଗଭୀରତା ହୁଏ; ପ୍ରାୟ5ଫୁଟ ଗଭୀରତା—Depth of water measured from the bottom upto the mouth of a person standing in water; a depth of about 5 feet
  • ଦେ. ବି. — (ଯଥା—ସେ ପୋଖରୀରେ ପାଣି ତୁଣ୍ଡଳାଏ।)
  • ଦେ. ବିଣ — ମନୁଷ୍ୟର ତୁଣ୍ଡ ପର୍ଯ୍ୟନ୍ତ ଗଭୀର — Lip-deep