ତୁଣ୍ଡରେ ପକେଇବା Tuṇḍare pakeibā

  • ଦେ. କ୍ରି — ଚୋବାଇବା ବା ଖାଇବା ନିମନ୍ତେ କୌଣସି ବସ୍ତୁ ପାଟିକୁ ନିକ୍ଷେପ କରିବା — To put any thing into one's mouth for eating or chewing