ତୁଣ୍ଡକେରୀ Tuṇḍakerī

  • ସଂ. ବି. (ତୁଣ୍ଡକ= ମୁଖ+ଈର୍ ଧାତୁ= ଗମନ କରିବା+ ଅ+ସ୍ତ୍ରୀ. ଈ; ଏହାର ପାଚିଲା ଫଳ ଓଷ୍ଠ ସଙ୍ଗେ ତୁଳନା କରାଯାଉ ଥିବାରୁ) — କଇଁଚିକାକୁଡ଼ି (ଦେଖ) — Kaiñchi kākuṟḍ̠i (See)
  • ସଂ. ବି. (ତୁଣ୍ଡକ= ମୁଖ+ଈର୍ ଧାତୁ= ଗମନ କରିବା+ ଅ+ସ୍ତ୍ରୀ. ଈ; ଏହାର ପାଚିଲା ଫଳ ଓଷ୍ଠ ସଙ୍ଗେ ତୁଳନା କରାଯାଉ ଥିବାରୁ) — କପା (ହି. ଶବ୍ଦସାଗର) — Cotton