ତୁଣ୍ଡ ଶୁଣାଇବା Tuṇḍa ṡuṇāibā
- ଦେ. କ୍ରି. — ଆପଣାର କଣ୍ଠସ୍ୱର ଅନ୍ୟବ୍ଯକ୍ତି ଶୁଣିପାରିବା ଭଳି କଥା କହିବା — To talk loudly so that one's voice will be audible to another
- ଦେ. କ୍ରି. — (ଯଥା—ଅନ୍ଧଲୋକଟି ରାତିରେ ବାଟ ଚାଲିଲା ବେଳେ ମଝିରେ ମଝିରେ ତୁଣ୍ଡ ଶୁଣାଉ ଥାଏ।)
- ଦେ. କ୍ରି. — କୌଣସି ଲୋକର ଆଗରେ ଆପଣାର ମନୋଗତ ଭାବ ବା ପ୍ରାର୍ଥନା ଜଣାଇବା — To express one's prayer or thoughts before another by word of mouth
- ଦେ. କ୍ରି. — (ଯଥା—ଦାତାଙ୍କୁ ତୁଣ୍ଡ ଶୁଣାଇଲେ ଭିକ୍ଷୁକର ଦୁଃଖ ମେଣ୍ଟିଯିବ।)