ତୁଣ୍ଡ ମୁଣ୍ଡ ବାଜିବା Tuṇḍa muṇḍa bājibā

  • ଦେ. ବି — କୌଣସି ଲୋକର ପାଟି ଶୁଭିବା — A person's voice being heard
  • ଦେ. ବି — ଶୁଣାଯିବା ଉଚ୍ଚ ସ୍ୱର — An audible loud voice
  • ଦେ. ବି — (ଯଥା—ତାଙ୍କ ଘରେ ପିଲାଙ୍କର ତୁଣ୍ଡ ମୁଣ୍ଡ ବାଜିବାକୁ ନାହିଁ।)