ତୁଣ୍ଡ ମାରିବା Tuṇḍa māribā

  • ଦେ. କ୍ରି. (ଲକ୍ଷଣାର୍ଥ) — ଖାଦ୍ୟ ଦ୍ରବ୍ୟରେ ମୁହଁ ଲଗାଇବା ଖାଇବାକୁ ବସିବା କିନ୍ତୁ କିଛିମାତ୍ର ନ ଖାଇବା — Not to eat at all