ତୁଚ୍ଛାଇବା Tuchhāibā

  • ଦେ. କ୍ରି — ଅଜାଡ଼ିବା — To pour down
  • ଦେ. କ୍ରି — ପାତ୍ରାଦିକୁ ଶୂନ୍ଯ କରିବା — To empty a pot of its contents
  • ଦେ. କ୍ରି — [ଦ୍ର— ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ନେବା, ପକା(କେ)ଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ।]