ତୁଚ୍ଛତାଚ୍ଛିଲ୍ୟ Tuchchha tāchchhilya
- ଦେ. ବି. —(ସଂ. ତୁଚ୍ଛ ଓ ତାଚ୍ଛଲ୍ୟ) — ତୁଚ୍ଛଜ୍ଞାନ; ହେୟ ଜ୍ଞାନ — Disregard
- ଦେ. ବି. —(ସଂ. ତୁଚ୍ଛ ଓ ତାଚ୍ଛଲ୍ୟ) — ଅପମାନ; ହତମାନ୍ୟ — Disgrace
- ଦେ. ବି. —(ସଂ. ତୁଚ୍ଛ ଓ ତାଚ୍ଛଲ୍ୟ) — ଘୃଣା — Contempt
- ଦେ. ବି. —(ସଂ. ତୁଚ୍ଛ ଓ ତାଚ୍ଛଲ୍ୟ) — ପରିହାସ — Derision; banter