ତୁ ତ୍ଥା Tutthā

  • ସଂ. ବି. ସ୍ତ୍ରୀ (ତୁତ୍ଥ+ ସ୍ତ୍ରୀ ଅ) — ଛୋଟ ଅଳେଇଚ — Small cardamom
  • ସଂ. ବି. ସ୍ତ୍ରୀ (ତୁତ୍ଥ+ ସ୍ତ୍ରୀ ଅ) — ନୀଳ ଗୁଳ୍ମ — Indigo plant