ତୁ ଚ୍ଛାର Tu chhāra

  • ଦେ. ସର୍ବ — ତୋ ପରି ଘୃଣ୍ୟ ବ୍ଯକ୍ତି — A dispicable being like thee
  • ଦେ. ସର୍ବ — ତୁ ଛାର ସେ ଅନ୍ନକୁ କଲୁ ଯେ ଦୂଷଣ। କୃଷ୍ଣସିଂହ. ମହାଭାରତ ଆଦି।