ତୁ Tu
- ସଂ. ଅ — ପାଦପୂରଣାର୍ଥ — A Conjunction used in concluding a sentence
- ସଂ. ଅ — [ଦ୍ର—ଏହା ସଂସ୍କୃତରେ ବ୍ଯବହୃତ ହୁଏ; ଓଡ଼ିଆରେ ବ୍ଯବହୃତ ହୁଏ ନାହିଁ।]
- ଦେ. ଅ. — କୁକୁରକୁ ପାଖକୁ ଡାକିବାର ଶବ୍ଦ — A shout to call a dog to one's side
- ଦେ. ସର୍ବ. (ସଂ. ତ୍ୱଂ; ପ୍ରା. ତୁଂ) — (ଅମାନ୍ୟାର୍ଥ 2 ୟ ପୁରୁଷ 1 ବଚନ) 'ତୁମ୍ଭେ'ର ଅମାନ୍ୟାର୍ଥକ ରୂପ — (ଅମାନ୍ୟାର୍ଥ2ୟ ପୁରୁଷ1ବଚନ) 'ତୁମ୍ଭେ'ର ଅମାନ୍ୟାର୍ଥକ ରୂପ— Thou (contemptuously used)
- ଦେ. ସର୍ବ. (ସଂ. ତ୍ୱଂ; ପ୍ରା. ତୁଂ) — [ଦ୍ର—ସ୍ନେହ ଓ ବାତ୍ସାଲ୍ୟାର୍ଥରେ ମଧ୍ୟ 'ତୁ' ବୋଲି ବ୍ଯବହୃତ ହୁଏ। ଅତି ଭକ୍ତିରେ ଈଶ୍ୱରଙ୍କୁ ମଧ୍ୟ 'ତୁ' ବୋଲି ସମ୍ବୋଧନ କରାଯାଏ; ଯଥା— ତୁ ନାଥ ପରମ ଦୟାଳୁ, ଦୁଷ୍ଟ ନିବାରି ସନ୍ଥ ପାଳୁ।]