ତୀର୍ଥୋଦକ Tīrthodaka
- ସଂ. ବି. ( 6 ଷ୍ଠୀ ତତ୍; ତୀର୍ଥ+ଉଦକ) — ଗଙ୍ଗା ଆଦି ତୀର୍ଥର ପବିତ୍ର ଜଳ — Water from sacred reserviors
- ସଂ. ବି. ( 6 ଷ୍ଠୀ ତତ୍; ତୀର୍ଥ+ଉଦକ) — [ଦ୍ର— ବିଭିନ୍ନ ସ୍ଥାନରୁ ତୀର୍ଥଜଳ ନିଆଯାଇ ଦେବତା ପ୍ରତିଷ୍ଠା, ଜଳାଶୟ ପ୍ରତିଷ୍ଠା, ଗୃହପ୍ରତିଷ୍ଠା, ରାଜାଙ୍କ ଅଭିଷେକ, ଯଜ୍ଞ, ହୋମ ଆଦି ଅନୁଷ୍ଠାନରେ ବ୍ଯବହୃତ ହୁଏ।]