ତୀର୍ଥମୃତ୍ୟୁ ଯୋଗ Tīthamṛutyu j̄oga

  • ସଂ. ବି. ( 7 ମୀ ଓ 6 ଷ୍ଠୀ ତତ୍; ତୀର୍ଥ+ମୃତ୍ୟୁ+ ଯୋଗ) — ଫଳିତ ଜ୍ୟୋତିଷୋକ୍ତ ଯୋଗବିଶେଷ — A special conjunction of stars and planets in a person's horoscope which enable him to pass his last days at some sacred place
  • ସଂ. ବି. ( 7 ମୀ ଓ 6 ଷ୍ଠୀ ତତ୍; ତୀର୍ଥ+ମୃତ୍ୟୁ+ ଯୋଗ) — [ଦ୍ର—ଜାତକରେ କେତେକ ବିଶିଷ୍ଟ ଗ୍ରହଙ୍କ ମିଳନରେ ଏ ଯୋଗ ଘଟେ। ଜାତକରେ ଯେବେ ନବମାଧିପତି ଗ୍ରହ ନବମକୁ ଦେଖୁଥିବେ, ଲଗ୍ନାଧିପ ଲଗ୍ନକୁ ଦେଖୁଥିବେ, ଅଷ୍ଟମାଧିପତି ଅଷ୍ଟମକୁ ଦେଖୁଥିବେ କିମ୍ବା ଲଗ୍ନର ଅଷ୍ଟମ ସ୍ଥାନରେ ବୃହସ୍ପତ୍ତି ଥିବେ ତାହା ଦେଲେ ଏ ଯୋଗ ହୁଏ। ଯାହାଙ୍କର ଜାତକରେ ଏ ଯୋଗ ଥାଏ କୌଣସି ସୁତୀର୍ଥରେ ତାଙ୍କର ମୃତ୍ୟୁ ହୁଏ—ଖଡ଼ିରତ୍ନ ପଞ୍ଜିକା।]