ତୀର୍ଥ ସେବୀ Tīrtha sebī

  • ସଂ. ବିଣ (ବହୁବ୍ରୀହି; ତୀର୍ଥ+ସେବିନ୍; 1 ମା. 1 ବ) — ତୀର୍ଥବାସୀ — Residing in a holy place
  • ସଂ. ବି. — ବକପକ୍ଷୀ; ବଗ — An aquatic bird; Ardea Nivea