ତୀର୍ଥ ରାଜ Tīrtha rāja

  • ସଂ. ବି. ( 7 ମୀ ତତ୍; ତୀର୍ଥ+ରାଜନ) — ଶ୍ରେଷ୍ଠତୀର୍ଥ — Most scared place
  • ସଂ. ବି. ( 7 ମୀ ତତ୍; ତୀର୍ଥ+ରାଜନ) — ଗୟା — Gya
  • ସଂ. ବି. ( 7 ମୀ ତତ୍; ତୀର୍ଥ+ରାଜନ) — କାଶୀ — Benares
  • ସଂ. ବି. ( 7 ମୀ ତତ୍; ତୀର୍ଥ+ରାଜନ) — ପ୍ରୟାଗ — Allahabad
  • ସଂ. ବି. ( 7 ମୀ ତତ୍; ତୀର୍ଥ+ରାଜନ) — ପୁରୁଷୋତ୍ତମ; ପୁରୀ — Puri
  • ସଂ. ବି. ( 7 ମୀ ତତ୍; ତୀର୍ଥ+ରାଜନ) — ସମୁଦ୍ର — The ocean