ତୀର୍ଥ କାକ Tītha kāka

  • ସଂ. ବି. (ତୀର୍ଥରେ କାକ ପରି) — ତୀର୍ଥ ସ୍ଥାନମାନଙ୍କରେ ଥିବା କୁଆମାନଙ୍କ ପରି ଲୋଭୀ ବ୍ଯକ୍ତି; ଲୋଲୁପ ବ୍ଯକ୍ତି — One who (like the crows frequenting places of pilgrimage) is extremely avaricious
  • ସଂ. ବି. (ତୀର୍ଥରେ କାକ ପରି) — ( 6 ଷ୍ଠୀ ତତ୍ ତୀର୍ଥ ସ୍ଥାନମାନଙ୍କରେ ଥିବା କାକ — (6ଷ୍ଠୀ ତତ୍ ତୀର୍ଥ ସ୍ଥାନମାନଙ୍କରେ ଥିବା କାକ. The crows frequenting holy places of pilgrimage