ତୀର୍ଥ କରିବା Tītha karibā

  • ଦେ. କ୍ରି — ପୁଣ୍ୟ କ୍ଷେତ୍ର ଦର୍ଶନ କରି ସେଠାରେ ବିଧିମତେ ଦେବଦର୍ଶନାଦି ଅନୁଷ୍ଠାନ ସମ୍ପାଦନ କରିବା — To visit a place of pilgrimage and perform due rites there