ତୀଖାଡ଼ିବା Tīkhāṟḍ̠ibā

  • ଦେ. କ୍ରି. (ସଂ. ତୀକ୍ଷ୍ଣ) — ଉତ୍ତେଜିତ କରିବା; ମତାଇବା — To excite; to incite
  • ଦେ. କ୍ରି. (ସଂ. ତୀକ୍ଷ୍ଣ) — କୌଣସି ବ୍ଯକ୍ତିର ମନକୁ ବିଗାଡ଼ିବା — To spoil or poison the mind of a person
  • ଦେ. କ୍ରି. (ସଂ. ତୀକ୍ଷ୍ଣ) — କୌଣସି ବିଷୟ ଦୃଢ଼ କରି ଜାଣିବା ପାଇଁ ବାରମ୍ବାର ବୁଝିବା — To inquire into a matter repeatedly