ତୀକ୍ଷ୍ଣା Tīkshṇā

  • ସଂ. ବି. ସ୍ତ୍ରୀ — ବଚ — Acorus Calamus (a plant)
  • ସଂ. ବି. ସ୍ତ୍ରୀ — ଶୋଭାଞ୍ଜନ ବା ଶଜନା ଗଛ—(ହରେକୃଷ୍ଣ. ଦ୍ରବ୍ଯଗୁଣ) — The Horse-radish
  • ସଂ. ବି. ସ୍ତ୍ରୀ — ବିଛୁଆତି (ହରେକୃଷ୍ଣ. ଦ୍ରବ୍ଯଗୁଣ) — The Stinging nettle