ତୀକ୍ଷ୍ଣ ରସ Tīkshṇa rasa

  • ସଂ. ବି (ବହୁବ୍ରୀହି; ତୀକ୍ଷ୍ଣ+ରସ) — ଯବକ୍ଷାର — Saltpetre; nitre
  • ସଂ. ବି (ବହୁବ୍ରୀହି; ତୀକ୍ଷ୍ଣ+ରସ) — ବିଷ — Poison
  • ସଂ. ବିଣ — ତୀକ୍ଷ୍ଣସ୍ୱାଦଯୁକ୍ତ; ରାଗା — Pungent