ତିହୋରେଇବା Tihoeibā

  • ଦେ. କ୍ରି — ତିନିପରସ୍ତ କରିବା — To fold into three
  • ଦେ. କ୍ରି — କୌଣସି କର୍ମ ତିନିଥର କରିବା — To do a work thrice