ତିହୋରି Tihori

  • ଦେ. ବିଣ (ସଂ. ତ୍ରିଗୁଣିତ) — ତ୍ରିଗୁଣିତ; ତିନି ପରସ୍ତ କରା ଯାଇଥିବା — Folded thrice
  • ଦେ. ବିଣ (ସଂ. ତ୍ରିଗୁଣିତ) — ତିନିସରିଆ — Three-stringed