ତିହାରି Tihāri

  • ପ୍ରାଦେ (ସମ୍ବଲପୁର) ବି — ମହାପ୍ରସାଦନିର୍ବନ୍ଧ ପରେ ଓ ବିବାହ ପୂର୍ବରୁ ବର ଘରୁ କନ୍ଯା ଘରକୁ ଏବଂ କନ୍ଯା ଘରୁ ବର ଘରକୁ ପଠାଯିବା ଲୁଗା, ମିଷ୍ଟାନ୍ନାଦି ଉପଢୌକନ — Exchange of presents of clothes and sweetmeats between the bride's and the bridegroom's families after betrothal and beforemarriage