ତିସରେଇବା Tisareibā

  • ଦେ. କ୍ରି — ତିନିସରି କରିବା; ତ୍ରିଗୁଣିତ କରିବା — To treble a thread or string
  • ଦେ. କ୍ରି — ତିନିଭାଙ୍ଗ କରିବା — To fold into three