ତିଷ୍ଠିବା Tishṭhibā

  • ଦେ. କ୍ରି (ସଂ. ସ୍ଥା ଧାତୁ) — ରହିବା — To stay
  • ଦେ. କ୍ରି (ସଂ. ସ୍ଥା ଧାତୁ) — ବାସ କରିବା — To live
  • ଦେ. କ୍ରି (ସଂ. ସ୍ଥା ଧାତୁ) — ବଞ୍ଚିବା; ଜୀବନ ଧାରଣ କରିବା — To exist