ତିଳା Tiḻā
- ଦେ. ବି — ବଢ଼େଇଙ୍କ ଭଅଁର ଯନ୍ତ୍ରର କାଠଫୋଡ଼ିବା ଅଂଶ ବା କଣ୍ଟା — A bit or boring nail used by capenters in boring wood; car- penter's bit
- ଦେ. ବି — ଶସ୍ୟବିଶେଷ; ଏକପ୍ରକାର ରାଶି — A Species of Sesemum seed
- ଦେ. ବି — ସୁନାଗଣ୍ଠିଆ ପ୍ରଭୃତି ଅଳଙ୍କାରରେ ଲଗାଯାଇଥିବା ସୁନାର ଛୋଟ ଛୋଟ ଲାଞ୍ଜ ଥିବା ରୁଆ — Small elongated bits of metal put on ornaments
- ପ୍ରାଦେ. (ମେଦିନୀପୁର) ବି — ଟିଲା(ଦେଖା) — Ṭilā (See)