ତିଳାର୍ଦ୍ଧ Tiḻārddha
- ସଂ. ବି ( 6 ଷ୍ଠୀ ତତ୍; ତିଳ+ଅର୍ଦ୍ଧ) — ସ୍ୱଳ୍ପକ୍ଷଣମାତ୍ର — A moment
- ସଂ. ବି ( 6 ଷ୍ଠୀ ତତ୍; ତିଳ+ଅର୍ଦ୍ଧ) — ଅତ୍ୟଳ୍ପ ପରିମିତ ସ୍ଥାନ — A little space
- ସଂ. ବି ( 6 ଷ୍ଠୀ ତତ୍; ତିଳ+ଅର୍ଦ୍ଧ) — ଅତିସୂକ୍ଷ୍ମାଂଶ — A very minute part
- ଦେ. କ୍ରି. ବିଣ. (ସଂ. ତିଳାର୍ଦ୍ଧମ୍) — ଅତି ସାମାନ୍ୟ ମାତ୍ର; ଟିକିଏ ହେଲେ ମଧ୍ୟ; ଆଦୌ — In the slightest manner; a bit; at all
- ଦେ. କ୍ରି. ବିଣ. (ସଂ. ତିଳାର୍ଦ୍ଧମ୍) — (ଯଥା—ସେ ଏହା କରିବ ବୋଲି ମୁଁ ତିଳାର୍ଦ୍ଧ ବିଶ୍ୱାସ କରି ନ ଥିଲି ।)