ତିଳା ଖଜା Tiḻā Khajā

  • ଦେ. ବି. — ମିଷ୍ଟାନ୍ନବିଶେଷ — A kind of sweetmeat
  • ଦେ. ବି. — [ଦ୍ର—ଏହା ଉପରେ ତିଳବୀଜ ଛିଞ୍ଚା ହୋଇଥାଏ। ମକର ସଂକ୍ରାନ୍ତି ଉତ୍ସବରେ ଏହି ପ୍ରକାର ଖଜା ତିଆରି ହୋଇ ଗୁଡ଼ିଆ ଦୋକାନମାନଙ୍କରେ ବିକ୍ରି ହୁଏ।]