ତିଳତର୍ପଣ Tiḻa tarpaṇa

  • ସଂ. ବି. ( 3 ୟା ତତ୍; ତିଳ+ତର୍ପଣ) — ପିତୃଲୋକଙ୍କ ଉଦ୍ଦେଶ୍ୟରେ ଜଳର ଅଞ୍ଜଳିରେ ତିଳ ମିଶାଇ କରାଯିବା ତର୍ପଣ — Oblations offered to the manes with handfuls of water sprinkled with sesamum