ତିଳକାଶ୍ରୟ Tiḻakāṡraya

  • ସଂ. ବି—( 6 ଷ୍ଠୀ ତତ୍; ତିଳକ+ଆଶ୍ରୟ) — ତିଳକାଧାର; ତିଳକ ପେଡ଼ି — A pouch for Tiḻaka requisites
  • ସଂ. ବି—( 6 ଷ୍ଠୀ ତତ୍; ତିଳକ+ଆଶ୍ରୟ) — (ବହୁବ୍ରୀହି) ଲଲାଟ ଦେଶ — The brow or forehead (where Tiḻaka is painted)