ତିଳକାଳକ Tiḻakāḻaka

  • ସଂ. ବି [ତିଳ (ତୁଲ୍ୟ)+କାଳ=କୃଷ୍ଣ ବର୍ଣ୍ଣ+କ] — . ଦେହର ଖସା ଚିହ୍ନ; କଳାଜାଇ — A mole on the body
  • ସଂ. ବି [ତିଳ (ତୁଲ୍ୟ)+କାଳ=କୃଷ୍ଣ ବର୍ଣ୍ଣ+କ] — ଯେଉଁ ବ୍ଯକ୍ତିର ଦେହରେ ଖସା ଚିହ୍ନ ଥାଏ — A person having mole-marks on the body
  • ସଂ. ବି [ତିଳ (ତୁଲ୍ୟ)+କାଳ=କୃଷ୍ଣ ବର୍ଣ୍ଣ+କ] — (ବହୁବ୍ରୀହି; ତିଳକ ଅଛି ଅଳକରେ=ଚୂର୍ଣ୍ଣ କୁନ୍ତଳରେ ଯାହାର)—ଯେଉଁ ବ୍ଯକ୍ତି ଅଳକାପାଟୀରେ ଅର୍ଥାତ୍ କପାଳ ଉପରେ ଆକର୍ଣ୍ଣ ବିଶ୍ରାମ ତିଳକର ରେଖା କାଟି ଥାଏ — 2. A person who paints the whole length of his forehead (from ear to ear) with Tiḻaka
  • ସଂ. ବି [ତିଳ (ତୁଲ୍ୟ)+କାଳ=କୃଷ୍ଣ ବର୍ଣ୍ଣ+କ] — କପାଳରେ ଘିନିବା ତିଳକ ପାଟି — Painting done on the brow from ear to ear
  • ସଂ. ବି [ତିଳ (ତୁଲ୍ୟ)+କାଳ=କୃଷ୍ଣ ବର୍ଣ୍ଣ+କ] — ସୁଶ୍ରୁତ ଅନୁସାରେ ଏକ ବ୍ୟାଧି, ଯହିଁରେ ପୁରୁଷର ଇନ୍ଦ୍ରିୟ ପାଚି ଯାଏ ଓ ତହିଁ ଉପରେ କଳାକଳା ଦାଗମାନ ପଡ଼ି ଯାଏ (ହି. ଶବ୍ଦସାଗର) — A disease in which the male organ is suppurated and freckled with black spots