ତିଳକାଧାର Tiḻakādhāra

  • ସଂ. ବି. ( 6 ଷ୍ଠୀ ତତ୍; ତିଳକ+ଆଧାର) — ତିଳକ ପେଡ଼ି; ତିଳକ କାଟିବାର ଉପକରଣ ରଖିବାର କୋଥଳୀ — A pouch for storing the materials required for painting Tiḻaka