ତିଳକ ମାଟିଆ Tiḻaka māṭiā
- ଦେ. ବି — ତିଳକ ଚିତା ଘେନିଥିବା ନାମମାତ୍ର ବୈଷ୍ଣବଙ୍କର ସଂପ୍ରଦାୟ ବିଶେଷ — A class of nominal Bāishṇa- bas found in towns and places of pilgrimage
- ଦେ. ବି — [ଦ୍ର—ସହର ଓ ତୀର୍ଥ ସ୍ଥାନମାନଙ୍କରେ ମୃତ ବ୍ଯକ୍ତିର ଶବ ଉଠାଇବାକୁ ଭାଇବନ୍ଧୁ କେହି ନ ଥିଲେ ଏମାନେ ଶବକୁ ନେଇ ସଂସ୍କାରାଦି କରନ୍ତି।]