ତିଳ ପର୍ଣ୍ଣ Tiḻa parṇṇa
- ସଂ. ବି. (ବହୁବ୍ରୀହି; ତିଳର ପର୍ଣ୍ଣପରି ପର୍ଣ୍ଣ ବା ପତ୍ର ଯାହାର) — ଚନ୍ଦନ ଗଛ — The sandal wood tree
- ସଂ. ବି. (ବହୁବ୍ରୀହି; ତିଳର ପର୍ଣ୍ଣପରି ପର୍ଣ୍ଣ ବା ପତ୍ର ଯାହାର) — ତାର୍ପିନ୍ ତେଲ — The oil of turpentine
- ସଂ. ବି. (ବହୁବ୍ରୀହି; ତିଳର ପର୍ଣ୍ଣପରି ପର୍ଣ୍ଣ ବା ପତ୍ର ଯାହାର) — ( 6 ଷ୍ଠୀ ତତ୍) ରାଶିଗଛର ପତ୍ର — (6ଷ୍ଠୀ ତତ୍) ରାଶିଗଛର ପତ୍ର— . The leaf of sesamum plant