ତିଳ ତଣ୍ଡୁଳ Tiḻa taṇḍuḻa
- ସଂ. ବି. (ଦ୍ୱନ୍ଦ; ତିଳ+ତଣ୍ଡୁଳ) — ବ୍ରାହ୍ମଣଙ୍କ ଦାନ କରାଯିବା କିମ୍ବା ତର୍ପଣ ସମୟରେ ବ୍ଯବହୃତ ରାଶିମିଶା ଚାଉଳ — Rice mixed with grains of sesamum (given away to Brahmans or used while offering oblations to the manes)
- ସଂ. ବି. (ଦ୍ୱନ୍ଦ; ତିଳ+ତଣ୍ଡୁଳ) — ଗାଢ଼ଲିଙ୍ଗନ — Close embrace