ତିଳ ତଣ୍ଡୁଳିତ Tiḻa taṇḍuḻita

  • ଦେ. ବିଣ. (ତିଳ+ତଣ୍ଡୁଳ+ଯୁକ୍ତାର୍ଥରେ ଇତ) — କଳା ଧଳା ରଙ୍ଗରେ ଚିତ୍ରବିଚିତ୍ର — Chequered
  • ଦେ. ବିଣ. (ତିଳ+ତଣ୍ଡୁଳ+ଯୁକ୍ତାର୍ଥରେ ଇତ) — ତରୁତଳେ ଅନ୍ଧକାରେ ହୋଇଥିଲା ଜ୍ୟୋସ୍ନ ତିଳତଣ୍ଡୁଳିତ। ରାଧାନାଥ. ଯଯାତି।