ତିଲକ ମାଟି Tilaka māṭi
- ଦେ. ବି. (ସଂ. ତିଳକ ଓ ମୃର୍ତ୍ତିକା) — ଯେଉଁ ଈଷତ୍ ହଳଦିଆ ମାଟିକୁ ଘୋରି ତିଳକ ଘେନା ଯାଏ — Coloured earth used in painting the forehead etc
- ଦେ. ବି. (ସଂ. ତିଳକ ଓ ମୃର୍ତ୍ତିକା) — [ଦ୍ର— ଗଙ୍ଗା ନଦୀର କୂଳ ଓ ବୃନ୍ଦାବନ, ପୁରୁଷୋତ୍ତମ ଆଦି ତୀର୍ଥସ୍ଥାନର ନାନା ବର୍ଣ୍ଣର ମାଟିକୁ ବଳି ତିଳକ କରିବା ନିମନ୍ତେ ରଖାଯାଏ।]