ତିର୍ୟ୍ୟଗ୍ଗତି Tirj̄yag-gati

  • ସଂ. ବି. (କର୍ମଧା; ତର୍ଯ୍ୟକ୍+ଗତି) — ବକ୍ରଗତି; ବଙ୍କା ବା ତେରଛା ଭାବରେ ଗମନ — Oblique course
  • ସଂ. ବି. (କର୍ମଧା; ତର୍ଯ୍ୟକ୍+ଗତି) — କର୍ମବଶତଃ ପଶୁପକ୍ଷି ଯୋନିରେ ଜନ୍ମଗ୍ରହଣ — Being born as a bird or beast (as a result of one's Karma or actions)
  • ସଂ. ବିଣ. (ବହୁବ୍ରୀହି) — ବକ୍ର ବା ତେରଛାଭାବରେ ଗମନ କରୁଥିବା — Moving obliquely