ତିର୍ୟ୍ୟକ Tirj̄yaka

  • ଦେ. ବିଣ. (ସଂ. ତିର୍ଯ୍ୟକ୍) — ବକ୍ର; ତେରଛା — Oblique
  • ଦେ. ବିଣ. (ସଂ. ତିର୍ଯ୍ୟକ୍) — ଊର୍ଦ୍ଧ୍ୱ ଅଧ ତିର୍ଯ୍ୟକ ଲୋକଙ୍କର ମୃତ—କୃଷ୍ଣସିଂହ ମହାଭାରତ. ସଭା।
  • ଦେ. ବି — ପଶୁ ପକ୍ଷୀ ଆଦି ଜୀବ — Birds and beasts
  • ଦେ. ବି — ଦେବ ତିର୍ଯ୍ୟକ ନର ଆଦି ସରୀସୃପ ବୃକ୍ଷ ପ୍ରସିଦ୍ଧି—ଜଗନ୍ନାଥ ଭାଗବତ।