ତିର୍ଯ୍ୟଗ Tirij̄yaga

  • ଦେ. ବିଣ. (ସଂ. ତିର୍ଯ୍ୟକ୍) — ବକ୍ର; ତେରଚ୍ଛା — Crooked; awry
  • ଦେ. ବିଣ. (ସଂ. ତିର୍ଯ୍ୟକ୍) — କେ ଚାଳନ୍ତେ ସଧୀରେ ତିର୍ଯ୍ୟଗ ହୋଇ କଳ୍ପି ମନରେ କି ପହଣ୍ଡ ମଣାଇ। ଦୀନକୃଷ୍ଣ, ରସକୋଲ୍ଲୋଳ।