ତିରୋହିତ Tirohita

  • ସଂ. ବିଣ (ତିରସ୍+ଧା ଧାତୁ+କର୍ତ୍ତୃ. ତ) — ପ୍ରସ୍ଥିତ — Departed
  • ସଂ. ବିଣ (ତିରସ୍+ଧା ଧାତୁ+କର୍ତ୍ତୃ. ତ) — ଲୁପ୍ତ — Vanished
  • ସଂ. ବିଣ (ତିରସ୍+ଧା ଧାତୁ+କର୍ତ୍ତୃ. ତ) — (+କର୍ମ. ତ) ଗୁପ୍ତ; ଲୁକ୍କାୟିତ — Hidden
  • ସଂ. ବିଣ (ତିରସ୍+ଧା ଧାତୁ+କର୍ତ୍ତୃ. ତ) — ଆଚ୍ଛାଦିତ — Covered over