ତିରୋଭାବ Tirobhāba
- ସଂ. ବି (ତିରସ୍+ଭୂ ଧାତୁ+ଭାବ. ଅ) — ଲୋପ — Discontinuance; abolition
- ସଂ. ବି (ତିରସ୍+ଭୂ ଧାତୁ+ଭାବ. ଅ) — ଅଦର୍ଶନ — Disappearance
- ସଂ. ବି (ତିରସ୍+ଭୂ ଧାତୁ+ଭାବ. ଅ) — ଉଭେଇଯିବା; ଅନ୍ତର୍ଧାନ — Vanishing away; vanishment
- ସଂ. ବି (ତିରସ୍+ଭୂ ଧାତୁ+ଭାବ. ଅ) — ପ୍ରସ୍ଥାନ — Departure
- ସଂ. ବି (ତିରସ୍+ଭୂ ଧାତୁ+ଭାବ. ଅ) — ଗୋପନ — Concealment